VISION


ବର୍ତ୍ତମାନ୍ ସମୟରେ ଧନୀ ଦେଶ କିମ୍ବା ଶକ୍ତିଶାଳୀ ରାଷ୍ଟ୍ର କହିଲେ ମନକୁ ଆସେ ଆମେରିକା, ବ୍ରିଟେନ୍, ଚୀନ, ରୁଷିଆ, ଫ୍ରାନ୍ସ ଜାଣିଛନ୍ତି କଣ ପାଇଁ❓

ଏମାନଙ୍କ ଦେଶରେ ବିଜ୍ଞାନ ବୋହୁତ୍ ଉନ୍ନତ, ରିକ୍ସା ବାଲା ଠାରୁ nasa ରେ ବୈଜ୍ଞାନିକ ପର୍ଯ୍ୟନ୍ତ ସମସ୍ତେ ବିଜ୍ଞାନ ରେ ଧୂରନ୍ଧର I କିନ୍ତୁ ଭାରତ୍ ହେଉଛି ବିଜ୍ଞାନର ଜନ୍ମଦାତା, ଶିକ୍ଷାଦାତା, ପୃଥିବୀ ରେ ଯେତେସବୁ ବଡ ବୈଜ୍ଞାନିକ କାର୍ଯ୍ୟ ହୁଏ ତାହା ପଛରେ ଭାରତୀୟ ମାନେ ହିଁ ଥାନ୍ତି, କୁହଯାଏ 33% ନାସା ର ବୈଜ୍ଞାନିକମାନେ ଭାରତୀୟ I

କିନ୍ତୁ ଆଜି ଭାରତ ରେ ବିଜ୍ଞାନ ର ପ୍ରସାର କମିଯାଇଛି,

ଏଟା ସତ ଆଜି ମଧ୍ୟ ଭାରତରେ ଆକାଶ କୁ ଦେଖି ଅନେକ କଥା ଭାବନ୍ତି, ମେଶିନ ଦେଖିଲେ କିପରି କାମ କରୁଛି ସମସ୍ତେ ଜାଣିବାକୁ ଇଚ୍ଛୁକ, କିପରି ବିଶ୍ଵ ବ୍ରହ୍ମାଣ୍ଡ ଗଠନ ହେଲା ଜାଣିବାକୁ ସମସ୍ତେ ଆଗ୍ରହୀ, ସବୁକିଛି ଜାଣିବାର ଇଚ୍ଛା ଅଛି

ମାତ୍ର ଜାଣିବା ପାଇଁ ଉତ୍ସ ନାହିଁ, ସହଜରେ ବୁଝେଇ ଦେବା ପାଇଁ କେହି ନାହିଁ I

ତେଣୁ ଆମେ ଆପଣଙ୍କ ସେଇ ପିଲା ଦିନରୁ ଥିବା ଜାଣିବାର ଆଗ୍ରହ କୁ ପୂରଣ କରିବାକୁ ଯାଉଛୁ, ବିଶ୍ଵ ବ୍ରହ୍ମାଣ୍ଡ ଆରମ୍ଭ ର ରହସ୍ୟ ଠାରୁ ଭଗବାନ କେଉଁଠି ଅଛିନ୍ତି❓,ମହାକାଶଯାନ ଠାରୁ ଇଲେକ୍ଟ୍ରି ସରଞ୍ଜାମ ❓ କିପରି ହୁଏ, କାହିଁକି ହୁଏ, କେମିତି ହୁଏ ❓ ସବୁକିଛିକୁ ଆପଣ ମାନଙ୍କ ପାଖରେ ପହଞ୍ଚାଇବାକୁ ଯାଉଛୁ 🎊.

ସେଥିପାଇଁ ଯୋଡି ହୁଅନ୍ତୁ VED VIGYAN   ସହ I